ଫୁଡ ବ୍ଲଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଡ ବ୍ଲଗରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଡ ବ୍ଲଗର  ସଂଘମିତ୍ରା ପରିଡାଙ୍କ ଶେଷ ଭିଡିଓ ଶେଷ ଭିଡିଓ ସାମ୍ନାକୁ ଆସିଛି । । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂଘମିତ୍ରାଙ୍କ କେକ୍ ବନାଇବାର ଭିଡିଓ । ୨୫ ଡିସେମ୍ବର ଖ୍ରୀଷ୍ଟମାସ୍‌ ପାଇଁ କେକ୍ ପ୍ରସ୍ତୁତ କରିଥିଲେ ସଂଘମିତ୍ରା । ଖ୍ରୀଷ୍ଟମାସରେ କିଭଳି ପ୍ରଥମ ଥର କେକ୍ ବନାଇଥିଲେ ତାହାର ଭିଡିଓ ଏବେ ବାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓ ଏବେ ନିଆଁ ଭଳି ଭାଇରଲ ହେଉଛି ଓ ଭୁବନେଶ୍ୱରରେ ଫୁଡ ବ୍ଲଗର ସୋନାଲି ସଂଘମିତ୍ରା ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଘଟଣାଟି ଏବେ ନୂଆମୋଡ଼ ନେଇଛି ଓ ନିୟୁ ଇଅର ପାଇଁ ୩୧ ତାରିଖରେ ଛୁଟିରେ ଯିବା ପାଇଁ ବିଲଡର କମ୍ପାନୀକୁ ଆବେଦନ କରିଥିଲେ ସୋନାଲି ଓ ହେଲେ ତାଙ୍କୁ ଛୁଟି ପାଇଁ ଅନୁମତି ମିଳିଥିଲା। ମୃତ୍ୟୁ ଦିନ ସେଠାରେ ଉପସ୍ଥିତ ଥିବା ହଷ୍ଟେଲ ୱାର୍ଡେନ ଓ ମାଲିକଙ୍କ କଥାରେ ତାଲମେଳ ରହୁ ନଥିବା ଅଭିଯୋଗ ଆଣିଥିଲେ ପରିବାର । ତେବେ ଆଜି ଏନେଇ ପୁଲିସ କମିଶନରଙ୍କୁ ଭେଟି ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।