ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ ସାମନ୍ତରାୟ

ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ ସାମନ୍ତରାୟ

ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି କହିଛନ୍ତିି ଦେବାଶିଷ ସାମନ୍ତରାୟ  । ‘ଟିକେଟ ଦେବ ବୋଲି କହି ଶ୍ରୀମୟୀଙ୍କୁ ଟିକେଟ ଦେଲାନି ଦଳ ।  ଶ୍ରୀମୟୀ ଯାହା ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି ।