ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ ଠିକ୍ କଥା ନୁହେଁ : ଦେବାଶିଷ

ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ ଠିକ୍ କଥା ନୁହେଁ । ଯାହା ଦଳକୁ ଅନେକ କ୍ଷତି ପହଁଞ୍ଚାଇବ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ । ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି । ତାଙ୍କୁ ଦଳରୁ ସସପେଣ୍ଡ କରିବା ଭୁଲ୍ ନିଷ୍ପତ୍ତି । ପ୍ରଫୁଲ୍ଳ ମଲ୍ଲିକଙ୍କ ବିରୋଦରେ କହି ପ୍ରତାପ ଜେନା ଅନୁତପ୍ତ କରୁଥିବେ । ଭାସ୍କର ରାଓ ଭଳି ପୁରୁଣା ନେତା ବିଜେଡି ଛାଡି ଚାଲିଯାଉଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଁଞ୍ଚାଇବ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।