ଆସିଗଲା ଏକଜିଟ୍ ପୋଲ, ଦିଲ୍ଳୀରେ ବିଜେପି
delhi election

ଭୁବନେଶ୍ୱର : ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ଆସିଯାଇଛି ଏକଜିଟ୍ ପୋଲ୍ । ଦିଲ୍ଲୀରେ ଆପ୍କୁ ଝଟକା ଲାଗିବ । ସେଠାରେ ବିଜେପି ସରକାର ଗଢ଼ିବ । ସବୁ ଏକଜିଟ୍ ପୋଲ୍ ଏଭଳି ଭାବେ ଆକଳନ କରିଛନ୍ତି । ଯାହାଫଳରେ ଦିଲ୍ଲୀରେ ଆପ୍ ରାଜ୍ ଶେଷ ହେବବୋଲି କୁହାଯାଉଛି । ତେବେ ଅତୀତରେ ଏକଜିଟ୍ ପୋଲ ଏକଜାଟ ପୋଲ ହୋଇନାହିଁ । କିନ୍ତୁ ଚଳିତ ଥର ଏକଜିଟ୍ ପୋଲ ବିଜେପି ସପକ୍ଷରେ ହିଁ ଭୋଟ୍ ହେବବୋଲି କହିଛନ୍ତି । କୌଣସି ଗୋଟିଏ ବି ଏକଜିଟ୍ ପୋଲରେ ଆପ୍ ଆଗରେ ଥିବା ମନେ ହେଉନାହିଁ ।