ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବଢୁଛି ବିବାଦ

ଦୀଘା ଜଗନ୍ନାଥ ମନ୍ଦିରକୁ  ନେଇ ବଢୁଛି ବିବାଦ

ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବଢୁଛି ବିବାଦ   ।   ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରାଯିବା ପରେ ବିବାବ ବଢିଛି   ।   ଏହାସହ ଏହାକୁ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ସହ ତୁଳନା କରାଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିଛି  ।  ଏହାକୁ ନେଇ ଓଡ଼ିଶାରେ ବିରୋଧର ବହ୍ନି ଜଳିବା ଆରମ୍ଭ ହେଲାଣି ।  ପୁରୀର ଗୁରୁତ୍ବ କମାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର କରୁଥିବା ଚର୍ଚ୍ଚା ବଢିଛି ।