ଦୁର୍ଗା ପୂଜା ଭସାଣରେ ବାଜିବନି ଡିଜେ 

ଦୁର୍ଗା ପୂଜା ଭସାଣରେ ବାଜିବନି ଡିଜେ 

ଭୁବନେଶ୍ୱର: ଭୁବନେଶ୍ୱର ଦୁର୍ଗାପୂଜା ଭସାଣରେ ଡିଜେ ବାଜିବନି । ଭସାଣରେ ଲେଜର ଲାଇଟ୍ ଓ ବାଣ ଫୁଟାଇବା ମନା । କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କର ଭସାଣ । ଦୂର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ  ହେଲା ନିଷ୍ପତ୍ତି । କମିଶନରେଟ୍ ପୋଲୀସ୍ ବୈଠକରେ ହେଲା ନିଷ୍ପତ୍ତି ।