ଭୁବନେଶ୍ୱର ପୂଜାରେ ଅଶ୍ଲୀଳ ନୃତ୍ୟ ମନା

ଭୁବନେଶ୍ୱର ପୂଜାରେ ଅଶ୍ଲୀଳ ନୃତ୍ୟ ମନା


ଭୁବନେଶ୍ୱର  : ପୂଜା ପେଣ୍ଡାଲ ନିକଟରୁ କୁକୁରଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାକୁ ନେଇ ବିଏମସିର ପ୍ରଦ୍ତୁତି ବୈଠକରେ ନିଆଗଲା ନିଷ୍ପତ୍ତି ।  ପାର୍କି ନଥିଲେ ମୀନା ବଜାର ପାଇଁ ଅନୁମତି ମିଳିବନି । ରାବଣ ପୋଡି ପାଇଁ ମଧ୍ୟ ଅନୁମତି ଦିଆ ଯିବନି । ଏହାଛଡା ମୁଖ୍ୟରାସ୍ତାରେ ତୋରଣ ଲଗାଇ ପାରିବେ ନାହିଁ ପୂଜା କମିଟି । ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ । ପୂଜା ପେଣ୍ଡାଲ ନିକଟରେ ନିଶାକୁ ନାଁ ର ସଚେତନତା ବାର୍ତ୍ତା ବାଣ୍ଟିବେ ପୋଲିସ୍ । ରାସ୍ତା ଖରାପ ନେଇ ପିଡବଲୁ୍ୟଡିର ବିଭାଗୀୟ ଅଧିକାରୀଙ୍କୁ କମିଶନରଙ୍କ ତାଗିଦ୍ ।