କି କଥା ବୋଇଲେ ?

କି କଥା ବୋଇଲେ ?


ଫ୍ଲାଇଟିରେ ଯିବା ପାଇଁ ଆଜିକାଲି
ଫାଟୁଚି ଅନେକଙ୍କର
କେବେ ତ୍ରୁଟି କେବେ ବାତିଲ୍‌ ହେଉଚି
ଆଦିଅନ୍ତ ନାହିଁ ତାର...
ବିଭ୍ରାଟ ହିଁ ବାରମ୍ବାର...
ଲୋକେ କହିଲେଣି କି ଦଶା ମାଡିଚି
ନାଁଆ ଶୁଣିଲେ ଯେ ଜର...