ସର୍ଟସର୍କିଟ, ଜଳିଲା ସୋ’ରୁମ

ସର୍ଟସର୍କିଟ, ଜଳିଲା ସୋ’ରୁମ

 ଭୁବନେଶ୍ୱର :  ଶ୍ରୀୟା ଟକିଜ୍ ନିକଟରେ ଥିବା ଅରେଲିଆ ଓ ଡବ୍ଲୁ ସୋ’ରୁମରେ ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୧୧ଟା ବେଳକୁ ସୋ’ରୁମରୁ ଧୂଆଁ ବାହାରିଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚô ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ଇଲୋକ୍ଟ୍ରୋନିକ ସଟର ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ପ୍ରାୟ କୋଟି କୋଟି ବ୍ରାଣ୍ଡେଡ ପୋଷାକ ପାଉଁଶ ହୋଇଯାଇଛି ।