ରେକର୍ଡ ଭାଙ୍ଗିଲା ସୁନା, ଟପିଲା ୭୦ ହଜାର
ନୂଆଦିଲ୍ଲୀ : ହୁ ହୁ ହୋଇ ବଢି ·ଲିଛି ସୁନା ଦର । ଲଗାତର ସୁନାର ଦାମ୍ ବୃଦ୍ଧି ଜାରି ରହିଛି । ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି । ୭୦,୦୦୦ ଟପିଛି ଏହାର ଦାମ୍ । ଏମସିଏକ୍ସର ଫୁ୍ୟଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି । ଗତକାଲି ତୁଳନାରେ ଆଜି ସୁନା ଦାମରେ ୩୭୨ ଟଙ୍କା ମହଙ୍ଗା ହୋଇଛି । ଫଳରେ ଓଡ଼ିଶାରେ ଖାଣ୍ଟିି ସୁନା ତଥା ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୭୦, ୪୭୦ଟଙ୍କାରେ ପହଞ୍ଚିଛ । ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ଦ୍ଭ ୭ ପୃଷ୍ଠାରେ...