ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ

hemamalini

ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଚାର କରିବେ ଡ୍ରିମଗାର୍ଲ ହେମାମାଳିନୀ  । ବିଜେପିର ତାରକା ପ୍ରଚାରକ ତାଲିକାରେ ତାଙ୍କୁ ସାମିଲ କରାଯାଇଛି  । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଦଳରେ ତାଙ୍କ ନାମ ସାମିଲ ହୋଇଛି  । ଫଳରେ ସେ ଓଡ଼ିଶାକୁ ପ୍ରଚାରରେ ଆସିବେ ବୋଲି ଚର୍ଚ୍ଚା ଜୋରଧରିଛି  । ତେବେ କେଉଁ ସ୍ଥାନରେ ସେ ପ୍ରଚାର କରିବେ ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ  ।