ଲର୍ଡ୍ସରେ ଫିଲ୍ଡିଂ କରିବ ଭାରତ

ଭାରତୀୟ ଚୂଡାନ୍ତ ଏକାଦଶରେ କେବଳ ଗୋଟିଏ ପରିବର୍ତ୍ତନ । ପ୍ରସିଦ୍ଧ କ୍ରିଷ୍ଣା ଆଉଟ୍ । ଫେରିଛନ୍ତି ଯଶପ୍ରୀତ୍ ବୁମରା । ଇଂଲଣ୍ଡ ଦଳରେ ଟୋଙ୍ଗଙ୍କ ସ୍ଥାନରେ ସାମିଲ ହେଲେ ଆର୍ଚର ।