ପୁରୀ ହିଁ କେବଳ ଜଗନ୍ନାଥ ଧାମ୍: ଗଜପତି
ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ଦୀଘା ଜଗନ୍ନାଥ ଧାମକୁ ନେଇ ରଖିଲେ ପ୍ରତିକ୍ରିୟା । ଦୀଘା ଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗାରେ ରଖିଲେ ମତ । କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସିଠାରେ ଏପରି ନାମକରଣ ହୋଇନି । ଗଜନ୍ନାଥ ଧାମ କେବଳ ପୁରୀକୁ ହିଁ ବୁଝଏ । ମହାପ୍ରଭୁଙ୍କ ପରମ୍ପରା ବ୍ୟାଘାତ ହେବା ଉଚିତ୍ ନୁହେଁ ବୋଲି କହିଲେ ଗଜପତି ।