ମହାପ୍ରଭୁଙ୍କ ସ୍ମାୟୀ ଅଳଙ୍କାରକୁ ସ୍ଥାନାନ୍ତର ଜାରି
ସ୍ମାୟୀ ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ଅଳଙ୍କାରକୁ ସ୍ଥାନାନ୍ତର ଜାରି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚାଲିଛି ରତ୍ନ ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର । ସୁରକ୍ଷା ପାଇଁ ଶ୍ରୀମନ୍ଦିର ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନକଦିର ଭିତରକୁ ମେଟାଲ୍ ଡିଟେକ୍କର ଯାଇଛି । ଅନ୍ୟାନ୍ୟ ଅତ୍ୟାଧୁନିକ ମେସିନ୍ ମଧ୍ୟ ନିଆାଯାଇଛି । ପ୍ରଥମେ ଶ୍ରୀମନ୍ଦିରରେ ନାଟମଣ୍ଡପ ଓ ଜଗମୋହନ ଶୋଧନ ହେବା ପରେ ଯାଇ ମହାପ୍ରଭୁଙ୍କ ଅଳଙ୍କାରକୁ ସ୍ଥାନାନ୍ତର କରାଗଲା ।