ଭିଜିଲାନ୍ସ ଜାଲରେ ତହସିଲଦାର୍

ଭିଜିଲାନ୍ସ ଜାଲରେ ତହସିଲଦାର୍

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ତହସିଲଦାର୍ । ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲଦାର୍ । ମହାକାଳପଡା ତହସିଲଦାର ଶିବପ୍ରସାଦ ମଲ୍ଲିକଙ୍କୁ ଧରିଲା ପୋଲିସ୍ । ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ଲାଞ୍ଚ ନେଉଥିଲେ ।୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାନ୍ଧିଲା ଭିଜିଲାନ୍ସ । ତହସିଲଦାରଙ୍କ ଘର ସହ ୪ଟି ସ୍ଥାନରେ ଚାଲିଛି ଚଢାଉ ।