କଙ୍ଗନା ରାଣାୱତଙ୍କ ନାଁରେ ଏକଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‌ ବକେୟା

କଙ୍ଗନା ରାଣାୱତଙ୍କ ନାଁରେ ଏକଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‌ ବକେୟା

ଅଭିନେତ୍ରୀ ତଥା ବିଜେପି ସାଂସଦଙ୍କ ନାଁରେ ଏକ ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ୍‌ ।  ହିମାଚଳପ୍ରଦେଶ ମନାଲିରେ ଥିବା କଙ୍ଗନାଙ୍କ ଘରେ ଉପରେ ୧ଲକ୍ଷ ଟଙ୍କାର ବିଲ୍‌ ଆଣି ଶୀଘ୍ର ପୈଠ କରିବାକୁ କହିଛି ବିଦ୍ୟୁତ ବିଭାଗ । ଦୁଇମାସର ବିଲ୍‌ ଓ ଫାଇନ୍‌ ବୋଲି ଜଣାପଡିଛି । ବିଦ୍ୟୁତ ବିଭାଗ ଅଧୀକାରୀ ସନ୍ଦିପ କୁମାର କହିଛନ୍ତି ଜାନୁଆରୀ ୧୬ରୁ କୌଣସି ବିଲ ପୈଠ କରାଯାଇନି । ୯୦ହଜାର ୩୮୪ ଟଙ୍କାର ବିଲ୍‌ ଏବେ ଫାଇନ ମିଶି ଏକ ଲକ୍ଷରେ ପହଁଚିଛି ।