ପଦରୁ ବିଦା ହେଲେ ମିନତୀ 

 ପଦରୁ ବିଦା ହେଲେ ମିନତୀ 

ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କୁ ପଦଚୁ୍ୟତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ମିନତୀଙ୍କୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାବେଳେ ଆସିଥିବା ଜବାବ ଗ୍ରହଣଯୋଗ୍ୟ ନୁହେଁ ବୋଲି ଏଭଳି ପଦଚୁ୍ୟତି ନିଷ୍ପତି ନିଆଯାଇଛି । କାହିଁକି ଗାଦିଚୁ୍ୟତ ନ କରାଯିବ ବୋଲି ମଧ୍ୟ ସୋକଜ୍ ମଗାଯାଇଥିଲା । କମିଶନଙ୍କ ପ୍ରଦର୍ଶନ ସନ୍ତୋଷ ଜନକ ନୁହେଁ ,ତେଣୁ କାହିଁ ହଟାନଯିବ ବୋଲି କୁହାଯାଇଛି ।