ଅନ୍ତିମ ଯାତ୍ରାରେ ଉତ୍ତମ ମହାନ୍ତି , ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶେଷ ଯାତ୍ରାରେ ଉତ୍ତମ ମହାନ୍ତି। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶଶ୍ମାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର। ଅନ୍ୟପଟେ ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଜଗନ୍ନାଥ ବିହାର ବାସଭବନରେ ଶେଷ ଦର୍ଶନ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଜଣାଇ ଉତ୍ତମଙ୍କ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।