ମୋହନଙ୍କ ବଡ଼ ଘୋଷଣା

mohan charan majhi

ମୋହନଙ୍କ ବଡ଼ ଘୋଷଣା

ଏସଇବିସିଙ୍କୁ ମିଳିବ ଉଚ୍ଚଶିକ୍ଷାରେ ସଂରକ୍ଷଣ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ନିଷ୍ପତ୍ତି ନେଇଛନ୍ତି  । ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣ ରହିବ  । ସେମାନଙ୍କ ପାଇଁ ୧୧.୨୫% ସଂରକ୍ଷଣ ସୁବିଧା ଲାଗୁ ହେବ  । ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି  । ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି  । ନିକଟରେ କେନ୍ଦ୍ର ସରକାର ଜାତିଗଣନା ନେଇ ନିଷ୍ପତ୍ତି ନେଇଛନ୍ତି  । ସବୁ ଜାତିର ବିକାଶ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି  ।