‘ମୁଖ୍ୟମନ୍ତ୍ରୀ ' ସହରୀ ବିକାଶ ଯୋଜନା’ର ଶୁଭାରମ୍ଭ

‘ମୁଖ୍ୟମନ୍ତ୍ରୀ ' ସହରୀ ବିକାଶ ଯୋଜନା’ର ଶୁଭାରମ୍ଭ

ଭୁବନେଶ୍ୱର : ରାଜ୍ୟର ୧୧୫ଟି ପୌରାଞ୍ଚଳରେ ‘ସହଯୋଗ’ କାର୍ଯ୍ୟକ୍ରମ ଲୋକାର୍ପିତ । ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ କଳ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ । ଜାତୀୟ ଏକକଗମନ କାର୍ଡର ଲୋକାର୍ପଣ ବି ହୋଇଛି ।