ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା
ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଘରେ କେହି ନ ଥିଲା ବେଳେ ଅଭିଯୁକ୍ତ ବେକ କାଟି ହତ୍ୟା କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ହତ୍ୟାକାଣ୍ଡ ଭିଆଇଥିବା ଯୁବକ ଏବେ ଫେରାର ଅଛି, ପୋଲିସ ତାଙ୍କର ସୂଚନା ପାଉ ନ ଥିବା ଜଣାପଡିଛି।