ଓଡିଆ ଝିଅ ରଶ୍ମିତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଓଡିଆ ଝିଅ ରଶ୍ମିତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ନୌଚାଳନରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ରଶ୍ମିତା ସାହୁ । ଜାତୀୟ ସ୍ତରରେ ନାଁ ସହ ପାଇଛନ୍ତି ଦୁଇଟି ସ୍ୱର୍ଣ୍ଣ ପଦକ । ମୋଦୀଙ୍କ ମନ୍ କି ବାତରେ ରଶ୍ମିତା ସାହୁ ।