ଜିଏସଟି ସଂସ୍କାର ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ଦେଶବାସୀଙ୍କ ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଜିଏସଟି ସଂସ୍କାର ନେଇ ଦେଲେ ବଡ ସୂଚନା । କାଲିଠାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ଉପକୃତ ହେବେ । ୨୦୧୭ରେ ପ୍ରଥମ କରି ଜିଏସଟି ଲାଗୁ କରାଯାଇଥିଲା । ସବୁ ବର୍ଗର ଲୋକେ ଜିଏସଟି ସଂସ୍କାର ଦ୍ୱାରା ଉପକୃତ ହେବେ । ଏହା ଭାରତର ସମ୍ବିଧାନକୁ ଆହୁରି ଅଧିକ ତ୍ୱରାନିତ କରିବ । ପୂର୍ବରୁ ଭିନ୍ନଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ । ଏବେ ଏଥିରୁ ସାମାନ୍ୟ ତ୍ରାହି ମିଳି ପାରିବ ।