ଜିଏସଟି ଟୁ.ଓ ଲାଗୁ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

ଜିଏସଟି ଟୁ.ଓ ଲାଗୁ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

ଜିଏସଟି ଟୁ.ଓ ଲାଗୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଆସନ୍ତା କାଲିଠାରୁ ଦେଶରେ ଲାଗୁ ହେବ ନୂଆ ଜିଏସଟି ପ୍ଲାନ୍  । ସଂଧ୍ୟା ୫ଟା ବେଳକୁ ଜିଏସଟିରେ ନୂଆ ପରିବର୍ତ୍ତନ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିପାରନ୍ତି । ନବରାତ୍ରୀ ଅବସରରେ ବଡ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।