ନବୀନ ସରକାରକୁ ମୋହନଙ୍କ ଟାର୍ଗେଟ
କ୍ୟାବିନେଟ ବୈଠକରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ । ୫ଟି ଜରିଆରେ ହୋଇଥିବା ସ୍ମାର୍ଟ ସ୍କୁଲକୁ ନେଇ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୌଣସି ଡିପିଆର ନଥାଇ ୫ଟି ନାଁରେ ସ୍କୁଲ ରୂପାନ୍ତରିକରଣକୁ ତାତ୍ସଲ୍ୟ କରିଛନ୍ତି । ଭିତ୍ତିଭୂମି ନଥାଇ, ଶିକ୍ଷକ ନଥାଇ ସ୍କୁଲକୁ ସ୍ମାର୍ଟ ସ୍କୁଲଏର ନାଁ ଦିଆଯାଇଥିଲା । ପିଲା ହରଣ ଗୁଣନ ଜାଣି ନଥିବା ବେଳେ ସ୍ମାର୍ଟ ସ୍କୁଲରେ କିପଳି ପାଠ ପଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ।
କେବଳ ପୁରୁଣା କାନ୍ଥରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି କ୍ୟାବିନେଟ ବୈଠକରେ ଏନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ । ପ୍ରତି ପଞ୍ଚାୟତରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୬ ହଜା
ନିମ୍ୱପତ୍ର ସ୍ୱାଦରେ ପିତା ଲାଗୁଥିଲେ ମଧ୍ୟ ଏଥିରେ ଭରପୂର ଔଷଧିୟ ରୁଣ ରହିଛି । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ସକାଳେ ଖାଲି ପେଟରେ ଏହାକୁ ଖାଇବା ଫଳରେ ଅନେକ ରୋଗରୁ ଆଶ୍ୱସ୍ଥି ମିଳିଥାଏ । ଥରକରେ ଅଧିକ ନିମ୍ୱପତ୍ର ଖାଇବା ଅନୁଚିତ୍ । ଅଧିକ ପତ୍ର ଖାଇଲେ ଅଧିକ ପୋଷଣ ମିଳିବା ଭାବିବା ସମ୍ପୂର୍ଣ୍ଣ ଭୁଲ୍ । ଏହା ଅନେକ ଲୋକଙ୍କ ଧାରଣା ଥାଏ । ସବୁବେଳେ କମ୍ ମାତ୍ରାରେ ନିମ୍ୱପତ୍ର ଖାଇବା ଭଲ ।
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗୁଛି । ଅନେକ ଲୋକ ଏଥିପାଇଁ ଘରୋଇ ଉପଚାର ମଧ୍ୟ କରିଥିବା ଦେଖାଯାଉଛି ସକାଳୁ ଖାଲିପେଟରେ ନିମ୍ୱପତ୍ର ଖାଇବା ଫଳରେ ଏହା ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।
ରକ୍ତ ସଫା ରଖେ- ନିମ୍ୱପତ୍ରରେ ଅନେକ ଔଷଧିୟ ଗୁଣ ଥିବାରୁ ଏହା ରକ୍ତ ସଫା ରଖିବାରେ ସାହାଯ୍ୟ କରେ । ଏହା ରକ୍ତରୁ ଟକ୍ସିନ୍କୁ ବାହାର କରି ଡିଟକ୍ସ କରିଥାଏ । ରକ୍ତ ସଫା ରହିଲେ କୌଣସି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମିଯାଏ ।
ନିମ୍ୱପତ୍ର କେବଳ ତ୍ୱଚା ପାଇଁ ନୁହେଁ, ପେଟ ପାଇଁ ମଧ୍ୟ ଲାଭଦାୟକ । ଏଥିରେ ଥିବା ଔଷଧିୟ ଗୁଣ ଏସିଡିଟି ପାଇଁ ଖୁବ୍ ଉପଯୋଗୀ । ସକାଳେ ଖାଲିପେଟରେ ପାଣିରେ ନିମ୍ୱପତ୍ର ଫୁଟାଇ ପିଇବା ଫଳରେ ଏସିଡିଟି ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୁଏ ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ- ନିମ୍ୱପତ୍ରର ପେଷ୍ଟ ବନାଇ ଏହାର ରସକୁ ପିଇବା ଖୁବ୍ ଲାଭଦାୟକ । ସବୁବେଳେ ତାଜା ନିମ୍ୱପତ୍ରର ରସ ସେବନ କରିବା ଭଲ । ନିମ୍ୱପତ୍ରକୁ ତାୱାରେ ଭାଜିବା ପରେ ଏଥିରେ ରସୁଣ ଓ ସୋରିଷ ତେଲ ମିଶାଇ ଭାତ ସହ ଏହାକୁ ଖାଇପାରିବେ ।
ର ୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ । ପ୍ରତି ସ୍କୁଲ ପିଛା ଖର୍ଚ୍ଚ ହେବ ୪ରୁ ୫ କୋଟି ଟଙ୍କା । ଏଥିପାଇଁ ମୋଟ ବଜେଟ ରହିଛି ୧୨ ହଜାର କୋଟି । ୪ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।