ନେତାଜୀଙ୍କୁ ମର୍ଯ୍ୟାଦା ମାମଲାରେ ନୋଟିସ୍

ନେତାଜୀ ସୁବାଷଙ୍କୁ ଉପଯୁକ୍ତ ମର୍ଯ୍ୟାଦା ନମିଳିବା ସମ୍ପର୍କିତ ମାମଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ  । ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିଦେ୍ର୍ଦଶ । ଜାତୀୟ ମୁକ୍ତି ସଂଗ୍ରାମରେ ନେତାଜୀଙ୍କ ଅବଦାନ ସର୍ବାଧୀକ । ନେତାଜୀଙ୍କୁ ଉଚିତ୍ ମର୍ଯ୍ୟାଦା ଦାବିରେ ମାମଲା ଦାୟର ହୋଇଛି ।