୧୬ରୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର : ଏପ୍ରିଲ ୧୬ତାରିଖରୁ ଯୁକ୍ତତିନି ପାଇଁ ନାମଲେଖା ଆବେଦନ । ଏନିପି ୨୦୨୦ ମାଧ୍ୟମରେ ୨୦୨୫-୨୬ ପାଇଁ ନାମଲେଖା ହେବ । ଛାତ୍ରଛାତ୍ରୀ ସାମ୍ ପୋର୍ଟାଲ ମାଧ୍ୟମରେ ଏହି ଆବେଦନ କରିପାରିବେ । ଏହାଛଡା ଜୁଲାଇ ୧୦ତାରିଖ ସୁଦ୍ଧା ପାଠ୍ୟକ୍ରମ ଆରମ୍ଭ କରାଯିବ ।