କିଏ ମାରିଲେ ବାଜି?
ରଘୁନାଥପାଲ୍ଲୀରୁ ବିଜେପିର ଦୁର୍ଗା ତନ୍ତୀ ବିଜୟୀ
ମାଲକାନଗିରି ଆସନରୁ ବିଜେପିର ନରସିଂହ ମାଡକାମି ବିଜୟୀ
ଆଳିରୁ ବିଜେଡିର ପ୍ରତାପ ଦେବ ବିଜୟୀ
କୁଚିଣ୍ଡାରୁ ବିଜେପିର ରବି ନାୟକ ବିଜୟୀ
ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡିର ଅନନ୍ତ ନାରାୟଣ ଜେନା ବିଜୟୀ
ବାଙ୍କିର ବିଜେଡିର ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ
ଦଶପଲ୍ଲାରୁ ବିଜେଡିର ରମେଶ ବେହେରା ବିଜୟୀ
ବିଂଝାରପୁରରୁ ବିଜେଡିର ପ୍ରମିଳା ମଲ୍ଲିକ ବିଜୟୀ
ଜଗତସିଂହପୁରରୁ ବିଜେପିର ଅମରେନ୍ଦ୍ର ଦାସ ବିଜୟୀ
ମୁଖ ସଚେତକ ବିଜେଡି ପ୍ରାର୍ଥୀ ବିଜେଡିର ପ୍ରଶାନ୍ତ ମୁଦୁଲିଙ୍କୁ ହରାଇଲେ ଅମରେନ୍ଦ୍ର ଦାସ
ଆଠମଲ୍ଲିକରୁ ବିଜେଡିର ନଳିନୀ କାନ୍ତ ପ୍ରଧାନ ବିଜୟୀ
ଅନୁଗୁଳ ଆସନରୁ ବିଜପିର ପ୍ରତାପ ଚନ୍ଦ୍ର ପ୍ରଧାନ ବିଜୟୀ
ବରଗଡ ବିଧାନସଭା ଆସନରୁ ବିଜୟୀ ହେଲେ ବିଜେପିର ଅଶ୍ବିନୀ ଷଡଙ୍ଗୀ
କେନ୍ଦୁଝର ରୁ ବିଜେପିର ମୋହନ ମାଝି ବିଜୟୀ
ରଣପୁର ଆସନରୁ ବିଜେପିର ସୁରମା ପାଢୀ ବିଜୟୀ