ଭୁବନେଶ୍ୱରରେ ଆସାମରେ ପୋଲସର ରେଡ୍
ଭୁବନେଶ୍ୱର : ମୋଷ୍ଟ ୱାଣ୍ଟେଟକୁ ଧରିବାକୁ ରାଜଧାନୀ ଭୁବନେଶ୍ୱରରେ ଆସାମ ପୋଲିସର ରେଡ୍ । କମିଶନରେଟ ପୋଲିସ ସହାୟତାରେ ଏହି ରେଡ୍ କରାଯାଇଛି ।  ଇନଫୋସିଟି ଥାନା ଅଞ୍ଚଳରେ ଏହି ରେଡ୍ ହୋଇଛି । ଏକ ଆପାର୍ଟମେଣ୍ଟରେ କରାଯାଉଛି ଚଢାଉ ।  ଆତ୍ମଗୋପନ କରିଥିବା ମୋଷ୍ଟ ୱାଣ୍ଟେଟ୍ ସ୍ପଷ୍ଟ ହେଇନି ।                         
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
