ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି

୪୫ ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ୱ ତାପମାତ୍ରାରେ ସିଝୁଛି ଅଧା ଭାରତ। ହିଟ୍ ୱେଭ୍ କାରଣରୁ ଦେଶରେ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି। ଏସବୁ ମଧ୍ୟରେ ଆଶ୍ୱସ୍ତିକର ଖବର ଦେଇଛି ଭାରତ ପାଣିପାଗ ବିଭାଗ। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ୍ର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ରୁ ଅଂଶୁଘାତ କାରଣରୁ ଲୋକଙ୍କ ପ୍ରାଣହାନୀ ଘଟୁଛି। କେବଳ ମେ ମାସରେ ୪୬ ଜଣଙ୍କର ମୃତ୍ୟୁ ଘଟିଲାଣି।
୪୫ ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ୱ ତାପମାତ୍ରାରେ ସିଝୁଛି ଅଧା ଭାରତ। ହିଟ୍ ୱେଭ୍ କାରଣରୁ ଦେଶରେ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି। ଏସବୁ ମଧ୍ୟରେ ଆଶ୍ୱସ୍ତିକର ଖବର ଦେଇଛି ଭାରତ ପାଣିପାଗ ବିଭାଗ (IMD)। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ରୁ ଅଂଶୁଘାତ କାରଣରୁ ଲୋକଙ୍କ ପ୍ରାଣହାନୀ ଘଟୁଛି। କେବଳ ମେ ମାସରେ ୪୬ ଜଣଙ୍କର ମୃତ୍ୟୁ ଘଟିଲାଣି।