ଉତ୍କଳ ବିଶ୍ୱବିଦ୍ୟାଳୟ ନୂଆ କୂଳପତି ଯଜେ୍ଞଶ୍ୱର ଦଣ୍ଡପାଟ
ପ୍ରଫେସର ଧଜେ୍ଞଶ୍ୱର ଦଣ୍ଡାପାଟ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ରାଜଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ୱରେ ରହିଲେ ପ୍ରଫେସର ଦଣ୍ଡାପାଟ ।