ଭିନେଶ ଫୋଗଟ ଜିତିଲେ

ଭିନେଶ ଫୋଗଟ ଜିତିଲେ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିର୍ବାଚନ ମୈଦାନକୁ ପ୍ରଥମ ଥର ଓହ୍ଲାଇଥିବା ଭିନେଶ ଫୋଗଟ ବିଜୟୀ ହୋଇଛନ୍ତି । ଜୁଲାନା ନିର୍ବାଚନମଣ୍ଡଳୀରୁ ଫୋଗଟ ୬ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ।
ଅନ୍ୟପକ୍ଷରେ ହରିୟାଣାରେ ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୩୮ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୪୭ଟି ଆସନରେ ଆଗୁଆ ଅଛି ।