ଜଗତ ଜୀବନ କେଉଁ ଗାଈର ଗୋବର : ବାପି ପଣ୍ଡା 

ଜଗତ ଜୀବନ କେଉଁ ଗାଈର ଗୋବର : ବାପି ପଣ୍ଡା 


ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡାଙ୍କୁ କଡା ଜବାବ ଦେଲେ ବାପି ପଣ୍ଡା । ବାପିଙ୍କୁ ତୁରନ୍ତ କ୍ଷମା ମାଗିବାର ପ୍ରସ୍ତାବ ରଖିଥିଲେ ଜଗତ ଜୀବନ  । ଯାହାର ଜବାବରେ ବାପି କହିଛନ୍ତି ସେ କେଉଁ ଗାଈର ଗୋବର ।  ଏକଥା ମଧ୍ୟ ଦାବି ରଖିଛନ୍ତି ଯେ ନ୍ୟାୟ ନମିଳିବା ପୁର୍ବରୁ ମୁଁ ମୁହଁରେ ପାଉଡର ମାରିବିନି । ପ୍ରଥମେ ନ୍ୟାୟ ତା’ପରେ ପାଉଡର ମାରି ପେଣ୍ଡାଲକୁ ଯିବା । ଇଏ କିଏ ମୋତେ ଯାତ୍ରା ପେଣ୍ଡାଲରେ ଚଢାଇ ନଦେବାକୁ ବୋଲି ବାପି ପଶ୍ନ କରିଛନ୍ତି । ପ୍ରଥମେ କଳାକାର ପାରିଶ୍ରମିକ ଦିଆଯାଉ । ତା’ପରେ କହିବ । ଏଭଳି କହିଛନ୍ତି ବାପି ପଣ୍ଡା ।