ବାପି ପଣ୍ଡା କ୍ଷମା ମାଗନ୍ତୁ ଯାତ୍ରା : ପରିଚାଳକ

ବାପି ପଣ୍ଡା କ୍ଷମା ମାଗନ୍ତୁ  ଯାତ୍ରା : ପରିଚାଳକ

ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଯାତ୍ରା ପରିଚାଳକ  । ବାପୀ ପଣ୍ଡାଙ୍କୁ ଜଗତ ଜୀବନ ପଣ୍ଡା ଟାର୍ଗେଟ କରିଛନ୍ତି । ଯାତ୍ରା କଳାକାର ମୁହାଁମୁହିଁ ହୋଇଛନ୍ତି । ବାପିଙ୍କୁ କ୍ଷମା ମାଗିବାକୁ କହିଲେ ଜଗତ ଜୀବନ  । ବାପି ପଣ୍ଡା କ୍ଷମା ନମାଗିଲେ ମୁହଁରେ ପାଉଡର ମାରିପାରିବେନି ବୋଲି କହିଛନ୍ତି ମନୋଜ । ବାପି ପଣ୍ଡା ଯାତ୍ରା ମାଲିକଙ୍କୁ ଅପମାନ କରୁଛନ୍ତି ,ତୁରନ୍ତ କ୍ଷମା ମାଗନ୍ତୁ ।  ମାଲିକଙ୍କ ପାଇଁ କଳାକାର , ମାଲିକ ନଥିଲେ କି କଳାକାର ।   ‘ଯଦି ସେ କ୍ଷମା ନ ମାଗନ୍ତି ରଙ୍ଗ ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ । ଯାତ୍ରା କଳାକାରଙ୍କ ପାରିଶ୍ରମିକ ବି ଉପରେ କଟକଣା ରହିବ ।