ଯାତ୍ରାରେ ପାଲା :   ବାପି - ମନୋଜ ମୁହାଁମୁହିଁ

ଯାତ୍ରାରେ ପାଲା :   ବାପି - ମନୋଜ ମୁହାଁମୁହିଁ


ତାତିଲା ଯାତ୍ରା ବିବାଦ । ମୁହାଁମୁହିଁ ହେଲେ ଦୁଇ ଯାତ୍ରା କଳାକାର । ବାପି ପଣ୍ଡା - ମନୋଜ ବରାଳ ମୁହାଁମୁହିଁ ହୋଇଛନ୍ତି । ବାପି ପଣ୍ଡାଙ୍କ ଅଭିଯୋଗକୁ ଖଣ୍ଡନ କଲେ ମନୋଜ ବରାଳ । ବାପି ପଣ୍ଡାଙ୍କ ଏହି ଅଭିଯୋଗରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କହିଛନ୍ତି ମନୋଜ । ଏଭଳି ମିଥ୍ୟା ପ୍ରଚାର କରି  କେବଳ ରାଜଧାନୀ ପାର୍ଟିକୁ ବଦନାମ କରାଯାଉଛି ।  ମନୋଜ ବରାଳ କହିଛନ୍ତି ୯୦ ପ୍ରତିଶତ କର୍ମଚାରୀଙ୍କୁ ତାଙ୍କର ପାରିଶ୍ରମିକ ମିଳି ସାରିଛି ।