ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

କଟକ: କଟକ ମହାନଗରନିଗମ ମେଟ ପ୍ରଭାକର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୪୧ ନମ୍ବର ୱାର୍ଡ଼ ଅଫିସ ଠାରେ କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାନିଟାରୀ ଇନସ୍ପେକ୍ଟଣ ପିତାମ୍ବର ମଲ୍ଲିକ, ଚିତ୍ତରଂଜନ ଦାସ, ରାଜେଶ ସେଠୀ, ଅଜିତ କୁମାର ବେହେରା, ମିନତି ରାଉଳ, ରୁବିନା ଦାସ, ରିଙ୍କି ନାୟକ, ଲକ୍ଷ୍ମୀପି୍ରୟା ବେହେରା ପ୍ରମୁଖ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ପ୍ରଭାକର ସାହୁଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ କର୍ମମୟ ଜୀବନ ବାବଦରେ ଆଲୋଚନା କରିଥିଲେ ।