ଅଭିଯୋଗ ଶୁଣାଣୀବେଳେ ମୋବାଇଲରେ ବ୍ୟସ୍ତ ବାବୁ, ମାଡାମ୍

ମୋବାଇଲରେ ବ୍ୟସ୍ତ ସରକାରୀ ବାବୁମାନେ । ଅଭିଯୋଗ ଶୁଣାଣୀବେଳେ ସମସ୍ତେ ମୋବାଇଲରେ ବ୍ୟସ୍ତ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବୋରିଗ୍ଗୁମା ବ୍ଲକ୍ କାର୍ଯ୍ୟାଳୟରେ ଅଭତିଯୋଗ ଶୁଣାଣୀବେଳେ ଏଭଳି ଘଟଣା ଘଟିଛି । ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଏଭଳି ବ୍ୟତିକ୍ରମ ହେଉଥିବା ଖବର ଆସିଛି । ତେବେ ଏନେଇ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନେବା ଆବଶ୍ୟକ ।