କାମାକ୍ଷା ଏକ୍ସପ୍ରେସ୍ ଲାଇନଚୁ୍ୟତ

କାମାକ୍ଷା ଏକ୍ସପ୍ରେସ୍ ଲାଇନଚୁ୍ୟତ

କାମାକ୍ଷା ଏକ୍ସପ୍ରେସରେ ୧୧ଟି ବଗି ଲାଇନଚୁ୍ୟତ ହୋଇଛି । ପୂର୍ବତଟ ରେଲୱେ ପକ୍ଷରୁ ଏହି ସୂଚନା ମିଳିଛି । ମଙ୍ଗୁଳି ନିକଟସ୍ଥ ନିର୍ଗୁଣ୍ଡିରେ ଏହି ଟ୍ରେନର ୧୧ଟି ବଗି ଏକାଥରେ ଲାଇନ୍ଚୁ୍ୟତ ହୋଇଛି । ଯାହା ଫଳରେ ଟ୍ରେନଟି ଅଟକି ରହିଥିଲା । ଯାହାପରେ ଯାତ୍ରୀମାନେ ସେଥିରୁ ବାହାରି ଆସି ଅପେକ୍ଷାରତ ଅଛନ୍ତି ।