ଓଡିଶାକୁ ଆସିବ ଆଉ ୬୦୦ ଇ-ବସ୍: ମନ୍ତ୍ରୀ 

ଓଡିଶାକୁ ଆସିବ ଆଉ ୬୦୦ ଇ-ବସ୍: ମନ୍ତ୍ରୀ 

ଆଉ ୬୦୦ ଇ-ବସ୍ ଆସିବ କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ପରିବେଶ ସୁରକ୍ଷା ପାଇଁ ଇ-ବସ୍ ଅଧିକ ପ୍ରଚଳନ କରିବାକୁ ଯୋଜନା । ରାଜ୍ୟର  ୧ହଜାର ଇ-ବସ୍ ର ଆବଶ୍ୟକତା ରହିଛି । ଆଗକୁ ରାଜ୍ୟ ସରକାର ୨୦୦ଟି ଇ-ବସ୍ ଆଣିବେ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶାକୁ ୪୦୦ଟି ଇ-୧ସ୍ ପ୍ରଦାନ କରିବେ । ମୋଟ ୬୦୦ଟି ଇ-ବସ୍ ଜନସାଧାରଣଙ୍କ ସେବାରେ ଲାଗିବ ।