ଭୁବନେଶ୍ୱରରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱରରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ   । ପାଗ ଖରାପ ଯୋଗୁଁ ଭୁବନେଶ୍ୱର ଛାଡି କୋଲକାତା ଯାଇଥିଲେ । ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟ ନ ଓହ୍ଲାଇ ଯାଇଥିଲେ କୋଲକାତା । ଏୟାର ଇଣ୍ଡିଆ  ଏଆଇ- ୪୭୩ ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ । ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇତିଲେ ମୁଖ୍ୟମନ୍ତ୍ରୀ ।