କି କଥା ବୋଇଲେ ?

କି କଥା ବୋଇଲେ ?

ଭୋଓଟ ଚୋରିର ପ୍ରସଙ୍ଗଟା ଏବେ
ଯୋଉ ରେଏଟେରେ ଧରିଚି
ଓଲମ ହବ କି ବିଲମ ହୋଇବ
ସେଇ କଥା କିଏ ଜାଣିଛି...
କିଛି ଗୋଟେ ବୋଧେ ହେଇଚି...
ସେଇଥି ପାଇଁ ଯେ ଝିଙ୍କାକୁ ଓଟରା
ପରବ ପ୍ରବଳ ଧରିଚି...