କି କଥା ବୋଇଲେ ?

କି କଥା ବୋଇଲେ ?

ନୂଆ ଦଳ ପାଇଁ ସଜବାଜ ହେଇ
ମାତିଛନ୍ତି କିଛି ନେତା
ହେଲେ ଦେଖାଯାଉ କିସ ଯେ ହଉଚି
ନ ଛିଡି ଯାଉ ଯେ ଜୋତା...
ଯୋଗାଡ କରନ୍ତୁ ଏନ୍ତା...
ଯିମିତି ଲକ୍ଷ୍ୟଟା ଆଣ୍ଟେଇ ରହିବ
ଉଦ୍ୟମ ନଯିବ ଯେନ୍ତା...