କି କଥା ବୋଇଲେ ?
ଯୁବକ, ଯୁବତୀ ଚାତକ ଭଳିଆ
ରହିଛନ୍ତି ଆହା ଚାହିଁ
ଚାକିରି ବୟସ ବଢ଼ିଗଲା ସିନା
ଚାକିରି ବାହାରେ ନାହିଁ...
ମନବୋଧ କଥା ପାଇଁ...
ଶୁଣିକିରି ଖାଲି ଖୁସି ହବା କଥା
ବାସ୍ତବତା ଅବା କାହିଁ...
Join our subscribers list to get the latest news, updates and special offers directly in your inbox
ଯୁବକ, ଯୁବତୀ ଚାତକ ଭଳିଆ
ରହିଛନ୍ତି ଆହା ଚାହିଁ
ଚାକିରି ବୟସ ବଢ଼ିଗଲା ସିନା
ଚାକିରି ବାହାରେ ନାହିଁ...
ମନବୋଧ କଥା ପାଇଁ...
ଶୁଣିକିରି ଖାଲି ଖୁସି ହବା କଥା
ବାସ୍ତବତା ଅବା କାହିଁ...
Rasmita Behera Feb 21, 2025 5727
Ramachandi Prasad Sep 23, 2024 5565
Rasmita Behera Sep 22, 2024 5310
Rasmita Behera Nov 18, 2024 5252
Rasmita Behera Oct 3, 2025 5011
Total Vote: 13
ପୂର୍ବର ବିଜେଡ଼ି ସରକାର