କି କଥା ବୋଇଲେ ?

କି କଥା ବୋଇଲେ ?


କଂଗରେସ ଦଳେ କିଛି ବି ନଥାଇ
ନିଇତି ବାଡିଆବାଡି 
ଥୋକେ ମାତିଛନ୍ତି ଗୋହି ଖୋଳିବାରେ
ଥୋକେ ପିଟୁଛନ୍ତି ମାଢ଼ି...
ଦଳେ ଘିଅ ଟୋପେ ଇଡି...
ନିଆଁ ମାରିବାରେ ବ୍ୟସ୍ତ ଖାଲି ବ୍ୟସ୍ତ 
ଥନ୍ତଲା ପେଟକୁ କାଢ଼ି...