କି କଥା ବୋଇଲେ ?

କି କଥା ବୋଇଲେ ?


ନବୀନ ଗାନ୍ତି ଟିଇମି ଏଇଲେ
ଶଂଖର ଶକତି ପାଇଁ
ହେଲେ କିସ ହେବ ସଙ୍ଗଠନ ସାରା
ତୃଣମୂଳେ ଟାଇଁଟାଇଁ...
କେମନ୍ତ ହୋଇବ ସାଇଁ...
ଏମନ୍ତ ଅବସ୍ଥା ନାଗିକି ରହିଲେ
ସବୁ ପଳେଇବେ ଦୁହିଁ...