ଜଳିଗଲା ବସ୍
ପୁରୀ : ମାଳତିପାଟପୁର ସ୍ଥିତ ବସ୍ଷ୍ଟାଣ୍ଡରେ ଏକ ଯାତ୍ରୀବାହି ବସ୍ରେ ନିଆଁ ଲାଗିଯିବା ଫଳରେ ବସ୍ଟି ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚô ନିଆଁ ଲିଭାଇଥିଲେ । ଗ୍ୟାସ୍ରେ ରୋଷେଇ କରୁଥିବା ବେଳେ ଗ୍ୟାସ୍ଟି ଫାଟିଯିବାରୁ ହଠାତ୍ ବସ୍ରେ ନିଆଁ ଲାଗିଯାଇଥିଲା ।