ଜାତୀୟ ରକ୍ତଦାନ ଦିବସ ପାଳିତ

ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ସୁପରିଟେଣ୍ଡେନ ଡ଼ଃ ଧନେଶ୍ୱର ସେଠୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ଶିବିରରେ ଏସଡିପିଓ ପ୍ରଶାନ୍ତ ବେହେରା, ଡ.କେ. ସି ଦାଶ, ଡ.ଅମର ବେହେରା, ଡ.ରବିନାରାୟଣ ସେନାପତି ଏବଂ ହସ୍ପିଟାଲ ପରିଚାଳକ ଅବିନାଶ ଧଳ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ରମାନାଥ ମହାନ୍ତି, ଅଶୋକ କୁମାର ସୁର, ମଙ୍ଗୁଳି ଚରଣ ସାହୁ, ସୁଦର୍ଶନ ବେହେରା, ସମାଜସେବୀ ଧର୍ମେନ୍ଦ୍ର ମଲ୍ଲିକ, ପ୍ରଭୁପଦ ଦାସ, ରାଜା କୁମାର ରଣା,ତାରିଣୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।