ମଙ୍ଗଳା ଓଷା ଆରମ୍ଭ

ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: କୋରେଇ ବ୍ଲକ  ପଥରପଦା ପଞ୍ଚାୟତ ନୂଆପଦା ଗ୍ରାମରେ  ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଓଷା ଆରମ୍ଭ ହୋଇଛି । ଏଥିରେ ଆଖ ପାଖ ଅଞ୍ଚଳରୁ ଶତାଧିକ ମହିଳା ସକାଳୁ ମାଙ୍କ ପାଖକୁ ଭୋଗ ଧରି ପୂଜାର୍ଚ୍ଚନା କରିବାପାଇଁ ପହଞ୍ଚିଥିଲେ । ଏହା ଏକମାସ ଧରି ଚାଲିବ । ଶେଷ ପାଳି ଓଷାରେ ବ୍ରତଧାରି । ମଙ୍ଗଳାଙ୍କ ପାଖରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଜମେ ପୁରୋହିତ ଭାବେ ରବି ନନା ଓ ବ୍ରଜ ନନା ମାଙ୍କ ପୂଜା ଦାୟିତ୍ତ୍ୱ ତୁଲାଇଥାନ୍ତି ।
ଶ୍ରୀମା ଅରବିନ୍ଦ ପାଠ୍ୟ