ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ

ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ


ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି । ଫୁସଫୁସ୍ ସଂକ୍ରମିତ ଜନିତ ସମସ୍ୟା ନେଇ କଟକ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତିି । ପୂର୍ବରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କ ଘର କଟକ ହୋଇଥିବା କାରଣରୁ ସେ କଟକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅବସ୍ଥା ଏତେ ଗୁରୁତର ନହେଲେ ମଧ୍ୟ ଫୁସଫୁସର କେତେ ଭାଗ ସଂକ୍ରମଣର ଶିକାର ହୋଇଛି ତାହା ଜଣା ପଡିନାହିଁ ।