ଟ୍ରକ ଚୋରି; ଜଣେ ଗିରଫ

 ଦାନଗଦୀ: କଳିଙ୍ଗନଗର ପୁଲିସ ଟ୍ରକ ଚୋରି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ମତେ କଳିଙ୍ଗନଗର ଥାନାରେ ଉକôଲିନୀ ପେଟ୍ରୋଲ ପମ୍ପର ନିବେଦିତା ମହାନ୍ତି ଏକ ଲିଖିତ ଅଭିଯୋଗ କରିଥିଲେ କି ତାଙ୍କ ଟାଙ୍କିକୁ ଆସୁଥିବା ଓଡ଼ି୦୪ଜି-୫୭୪୬ ନମ୍ବର ବିଶିଷ୍ଟ ତେଲ ଟାଙ୍କି ଟ୍ରକଟିକୁ ନୟାଗଡ ରଣପୁର ଅଞ୍ଚଳର ପ୍ରତୁ୍ୟଷ ରାଜଗୁରୁ (୨୯) କେଉଁଆଡେ ଚୋରି କରି ନେଇଯାଇଛି । ପୁଲିସ୫୧/୨୫ରେ ମାମଲା ରୁଜୁ କରି ଗାଡି ସହ ଅଭିଯୁକ୍ତକୁ ପୁରୀ ଜିଲା ବ୍ରହ୍ମଗିରିରୁ ଗିରଫ କରି କୋର୍ଟ ଚାଲାଣ କରିଛି ।